Genesis 31:19 — Compare Translations

5 translations compared side by side

Odia - 1840
"ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସମୟରେ ଲାବନ ମେଷଲୋମ ଛେଦନ କରିବାକୁ ଯାଇଥିଲା; ପୁଣି ରାହେଲ ଆପଣା ପିତାର ଠାକୁରମାନଙ୍କୁ ହରଣ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା।
Odia IRV 2017 (ଓଡିଆ ବାଇବେଲ)
ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା।