Genesis 31:26 — Compare Translations
5 translations compared side by side
Odia - 1840
"ଲାବନ ଯାକୁବକୁ କହିଲେ, ତୁମ୍ଭେ କାହିଁକି ମାେତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମାରେ ଝିଅମାନଙ୍କୁ ୟୁଦ୍ଧ ବନ୍ଦୀପରି ନଇଗେଲ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଲାବନ ଯାକୁବକୁ କହିଲା, ତୁମ୍ଭେ କାହିଁକି ଏରୂପ କର୍ମ କଲ? ମୋତେ ବଞ୍ଚନା କଲ, ପୁଣି ମୋʼ କନ୍ୟାମାନଙ୍କୁ ଖଡ଼୍ଗଧୃତ ବନ୍ଦୀ ଲୋକଙ୍କ ପରି ଘେନି ଆସିଲ ।
Odia Bible ERV 2004 (ପବିତ୍ର ବାଇବଲ)
ଲାବନ ଯାକୁବକୁ କହିଲେ, “ତୁମ୍ଭେ କାହିଁକି ମୋତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମୋର ଝିଅମାନଙ୍କୁ ଯୁଦ୍ଧ ବନ୍ଦୀପରି ନେଇଗଲ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଲାବନ ଯାକୁବକୁ କହିଲା, “ତୁମ୍ଭେ କାହିଁକି ଏହିପରି କର୍ମ କଲ? ମୋତେ ପ୍ରବଞ୍ଚନା କଲ, ପୁଣି, ମୋʼ କନ୍ୟାମାନଙ୍କୁ ଖଡ୍ଗଧୃତ ବନ୍ଦୀଲୋକଙ୍କ ପରି ଘେନି ଆସିଲ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଲାବନ ଯାକୁବକୁ କହିଲା, “ତୁମ୍ଭେ କାହିଁକି ଏହିପରି କର୍ମ କଲ? ମୋତେ ପ୍ରବଞ୍ଚନା କଲ, ପୁଣି, ମୋ’ କନ୍ୟାମାନଙ୍କୁ ଖଡ୍ଗଧୃତ ବନ୍ଦୀ ଲୋକଙ୍କ ପରି ଘେନି ଆସିଲ।