Genesis 31:47 — Compare Translations
5 translations compared side by side
Odia - 1840
"ଲାବନ ସହେି ସ୍ଥାନର ନାମ ହେଲା ୟିଗର-ସାହଦୂଥା କିନ୍ତୁ ଯାକୁବ ସହେି ସ୍ଥାନର ନାମ ରଖିଲେ ଗଲ-ଯଦ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଲାବନ ତାହାର ନାମ ଯିଗର-ସାହଦୂଥା (ସାକ୍ଷୀ ରାଶି) ରଖିଲା, ମାତ୍ର ଯାକୁବ ତାହାର ନାମ ଗଲ-ୟଦ୍ (ସାକ୍ଷୀ ରାଶୀ) ରଖିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଲାବନ ସେହି ସ୍ଥାନର ନାମ ଦେଲେ ଯିଗର୍-ସାହଦୂଥା କିନ୍ତୁ ଯାକୁବ ସେହି ସ୍ଥାନର ନାମ ରଖିଲେ ଗଲ-ୟଦ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍ (ସାକ୍ଷୀ ରାଶୀ) ରଖିଲା।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍ (ସାକ୍ଷୀ ରାଶୀ) ରଖିଲା।”