Genesis 36:1 — Compare Translations

5 translations compared side by side

Odia - 1840
"ଏହା ଏଷୌଙ୍କ ପରିବାରର ଇତିହାସ ତାଙ୍କର ଅନ୍ୟ ନାମ (ଇଦୋମ)।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଷୌର ବଂଶାବଳୀ । ତାହାର ଅନ୍ୟତମ ନାମ ଇଦୋମ୍ ।
Odia Bible ERV 2004 (ପବିତ୍ର ବାଇବଲ)
ଏଷୌର ପରିବାର ଏହା ଏଷୌଙ୍କ ପରିବାରର ଇତିହାସ, ତାଙ୍କର ଅନ୍ୟ ନାମ (ଇଦୋମ)।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଷୌର ବଂଶାବଳୀ। ତାହାର ଅନ୍ୟତମ ନାମ ଇଦୋମ୍‍।
Odia IRV 2017 (ଓଡିଆ ବାଇବେଲ)
ଏଷୌର ବଂଶାବଳୀ। ତାହାର ଅନ୍ୟତମ ନାମ ଇଦୋମ୍‍।