Genesis 36:13 — Compare Translations

5 translations compared side by side

Odia - 1840
"ଏହିମାନେ ରୁଯଲରେ ପୁତ୍ର ଥିଲେ, ନହତ୍, ସରହେ, ଶମ୍ମ ଓ ମିସା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରୁୟେଲର ପୁତ୍ର ନହତ୍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ।
Odia Bible ERV 2004 (ପବିତ୍ର ବାଇବଲ)
ଏହିମାନେ ରୂୟେଲର ପୁତ୍ର ଥିଲେ, ନହତ୍, ସେରହ, ଶମ୍ମ ଓ ମିସା। ଏମାନେ ଏଷୌର ସ୍ତ୍ରୀ ବାସମ‌‌‌‌‌ତ୍‌‌‌‌‌ର ସନ୍ତାନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରୁୟେଲର ପୁତ୍ର ନହତ୍‍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ।
Odia IRV 2017 (ଓଡିଆ ବାଇବେଲ)
ରୁୟେଲର ପୁତ୍ର ନହତ୍‍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ।