Genesis 36:15 — Compare Translations

5 translations compared side by side

Odia - 1840
"ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଷୌର ସନ୍ତାନମାନଙ୍କ ରାଜାବଳୀ । ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍
Odia Bible ERV 2004 (ପବିତ୍ର ବାଇବଲ)
ଏଷୌର ସନ୍ତାନମାନଙ୍କ ପରିବାରବର୍ଗ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍ ତାହାର ମୂଖ୍ୟ ତୈମନ୍, ମୂଖ୍ୟ ଓମାର, ମୂଖ୍ୟ ସଫୋ ଓ ମୂଖ୍ୟ କନସ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍‍, ତାହାର ପୁତ୍ର ରାଜା ତୈମନ୍‍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍‍
Odia IRV 2017 (ଓଡିଆ ବାଇବେଲ)
ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍‍, ତାହାର ପୁତ୍ର ରାଜା ତୈମନ୍‍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍‍