Genesis 36:16 — Compare Translations
5 translations compared side by side
Odia - 1840
"ମୂଖ୍ଯ କୋରହ, ମୂଖ୍ଯ ଗଯିତମ୍ ଓ ମୂଖ୍ଯ ଆମାଲେକ୍। ଇଦୋମ ଦେଶ ରେ ଇଲୀଫସ୍ ପରିବାରବର୍ଗୀଯ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ରାଜା କୋରହ ଓ ରାଜା ଗୟିତମ୍ ଓ ରାଜା ଅମାଲେକ୍; ଇଦୋମ ଦେଶରେ ଇଲୀଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମୂଖ୍ୟ କୋରହ, ମୂଖ୍ୟ ଗୟିତମ୍ ଓ ମୂଖ୍ୟ ଆମାଲେକ୍। ଇଦୋମ ଦେଶରେ ଇଲୀଫସ୍ ପରିବାରବର୍ଗୀୟ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ରାଜା କୋରହ ଓ ରାଜା ଗୟିତମ୍ ଓ ରାଜା ଅମାଲେକ୍; ଇଦୋମ ଦେଶରେ ଇଲୀଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଓ ରାଜା କୋରହ ଓ ରାଜା ଗୟିତମ୍ ଓ ରାଜା ଅମାଲେକ୍; ଇଦୋମ ଦେଶରେ ଇଲୀଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।