Genesis 36:17 — Compare Translations
5 translations compared side by side
Odia - 1840
"ଏଷୌର ପୁତ୍ର ରୂଯଲରେ ସନ୍ତାନ ମୂଖ୍ଯ ନହତ୍ ଓ ମୂଖ୍ଯ ସରହେ, ମୂଖ୍ଯ ଶମ୍ମ ଓ ମୂଖ୍ଯ ମିସା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ୍ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏଷୌର ପୁତ୍ର ରୂୟେଲର ସନ୍ତାନ ମୂଖ୍ୟ ନହତ୍ ଓ ମୂଖ୍ୟ ସେରହ, ମୂଖ୍ୟ ଶମ୍ମ ଓ ମୂଖ୍ୟ ମିସା। ଇଦୋମ ଦେଶରେ ରୂୟେଲ ବଂଶୀୟ ଏହି ରାଜାମାନେ ଏଷୌର ସ୍ତ୍ରୀ ବାସମତର ସନ୍ତାନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ଥିଲେ।