Genesis 36:20 — Compare Translations

5 translations compared side by side

Odia - 1840
"ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
(ପୂର୍ବକାଳର) ସେହି ଦେଶନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟନ୍ ଓ ଅନା
Odia Bible ERV 2004 (ପବିତ୍ର ବାଇବଲ)
ସେୟୀର ଜଣେ ହୋରୀୟ ଇଦୋମ ଦେଶରେ, ଏଷୌଙ୍କ ପୂର୍ବରୁ ବାସ କରୁଥିଲେ। ସେହି ସେୟୀରର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିୟୋନ, ଅନା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
(ପୂର୍ବକାଳର) ସେହି ଦେଶ ନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍‍ ଓ ଶୋବଲ୍‍ ଓ ସିବୀୟୋନ୍‍ ଓ ଅନା
Odia IRV 2017 (ଓଡିଆ ବାଇବେଲ)
(ପୂର୍ବକାଳର) ସେହି ଦେଶନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍‍ ଓ ଶୋବଲ୍‍ ଓ ସିବୀୟୋନ୍‍ ଓ ଅନା