Genesis 36:23 — Compare Translations
5 translations compared side by side
Odia - 1840
"ଶାେବଲ୍ ଥିଲେ ଅବଲନ୍ର ପିତା, ମାନହତ୍, ଏବଲ, ଶଫୋ ଏବଂ ଓନମ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଶୋବଲର ପୁତ୍ର ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ଶଫୋ ଓ ଓନମ୍ ।
Odia Bible ERV 2004 (ପବିତ୍ର ବାଇବଲ)
ଶୋବଲ୍ ଥିଲେ ଅବଲନ୍, ମାନହତ୍, ଏବଲ, ଶଫୋ ଏବଂ ଓନମ୍ର ପିତା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଶୋବଲ୍ର ପୁତ୍ରଗଣ ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ଶଫୋ ଓ ଓନମ୍।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଶୋବଲ୍ର ପୁତ୍ରଗଣ ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ଶଫୋ ଓ ଓନମ୍।