Genesis 36:26 — Compare Translations

5 translations compared side by side

Odia - 1840
"ଦିଶୋନଙ୍କର ଚାରୋଟି ପୁତ୍ର ଥିଲେ, ସମାନେେ ହେଲେ, ହିମ୍ଦନ୍, ଇସ୍ବନ୍, ୟିତ୍ରନ୍ ଓ କରାନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଦିଶୋନର ପୁତ୍ର ହିମ୍ଦନ୍ ଓ ଇଶବନ୍ ଓ ଯିତ୍ରନ୍ ଓ କରାନ୍ ।
Odia Bible ERV 2004 (ପବିତ୍ର ବାଇବଲ)
ଦିଶୋନଙ୍କର ଗ୍ଭରୋଟି ପୁତ୍ର ଥିଲେ, ସେମାନେ ହେଲେ, ହି‌ମ୍‌‌ଦନ୍, ଇ‌ଶ୍‌ବନ୍, ଯିତ୍ରନ୍ ଓ କରାନ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦିଶୋନ୍‍ର ପୁତ୍ର ହିମ୍‍ଦନ୍‍ ଓ ଇଶବନ୍‍ ଓ ଯିତ୍ରନ୍‍ ଓ କରାନ୍‍।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦିଶୋନ୍‍ର ପୁତ୍ର ହିମ୍‍ଦନ୍‍ ଓ ଇଶବନ୍‍ ଓ ଯିତ୍ରନ୍‍ ଓ କରାନ୍‍।