Genesis 36:27 — Compare Translations
5 translations compared side by side
Odia - 1840
"ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସମାନେେ ହେଲେ, ବିଲହନ୍, ସାବନ୍ ଓ ୟାକନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏତ୍ସରର ପୁତ୍ର ବିଲହନ୍ ଓ ସାବନ୍ ଓ ଯାକନ୍ ।
Odia Bible ERV 2004 (ପବିତ୍ର ବାଇବଲ)
ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସେମାନେ ହେଲେ, ବିଲହନ୍, ସାବନ୍ ଓ ଯାକନ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍ ଓ ଆକନ୍।
Odia IRV 2017 (ଓଡିଆ ବାଇବେଲ)
ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍ ଓ ଆକନ୍।