Genesis 36:3 — Compare Translations
5 translations compared side by side
Odia - 1840
"ନବାଯୋତର ଭଉଣୀ, ଇଶ୍ମାଯଲେ କନ୍ଯା ବାସମତକୁ ବିବାହ କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଦ୍ଭିନ୍ନ ନବାୟୋତର ଭଗିନୀକି, ଅର୍ଥାତ୍, ଇଶ୍ମାଏଲର କନ୍ୟା ବାସମତ୍କୁ ବିବାହ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ନବାୟୋତର ଭଉଣୀ, ଇଶ୍ମାଏଲଙ୍କ କନ୍ୟା ବାସମତକୁ ବିବାହ କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଦ୍ଭିନ୍ନ ନବାୟୋତ୍ର ଭଗିନୀକୁ, ଅର୍ଥାତ୍, ଇଶ୍ମାୟେଲର କନ୍ୟା ବାସମତ୍କୁ ବିବାହ କଲା।
Odia IRV 2017 (ଓଡିଆ ବାଇବେଲ)
ତଦ୍ଭିନ୍ନ ନବାୟୋତ୍ର ଭଗିନୀକୁ, ଅର୍ଥାତ୍, ଇଶ୍ମାୟେଲର କନ୍ୟା ବାସମତ୍କୁ ବିବାହ କଲା।