Genesis 36:32 — Compare Translations
5 translations compared side by side
Odia - 1840
"ବିଯୋରର ବଲୋ ନାମକ ପୁତ୍ର ଇଦୋମ ଦେଶ ରେ ରାଜତ୍ବ କଲେ। ତାହାର ରାଜଧାନୀର ନାମ ଥିଲା ଦିନ-ହାବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିୟୋରର ବେଲା ନାମକ ପୁତ୍ର ଇଦୋମ୍ ଦେଶରେ ରାଜତ୍ଵ କଲା, ତାହାର ରାଜଧାନୀର ନାମ ଦିନ୍-ହାବା ।
Odia Bible ERV 2004 (ପବିତ୍ର ବାଇବଲ)
ବିୟୋରର ବେଲା ନାମକ ପୁତ୍ର ଇଦୋମ ଦେଶରେ ରାଜତ୍ୱ କଲେ। ତାହାର ରାଜଧାନୀର ନାମ ଥିଲା ଦିନ୍-ହାବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିୟୋରର ବେଲା ନାମକ ପୁତ୍ର ଇଦୋମ୍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍ହାବା।
Odia IRV 2017 (ଓଡିଆ ବାଇବେଲ)
ବିୟୋରର ବେଲା ନାମକ ପୁତ୍ର ଇଦୋମ୍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍ହାବା।