Genesis 36:36 — Compare Translations
5 translations compared side by side
Odia - 1840
"ହଦଦ୍ ମୃତ୍ଯୁପରେ ମସ୍ତକୋ ନିବାସୀ ସମ୍ଲ ତାହା ପଦ ରେ ରାଜତ୍ବ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହଦଦ୍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ଵ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ହଦଦ୍ ମୃତ୍ୟୁପରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହଦଦ୍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲା।
Odia IRV 2017 (ଓଡିଆ ବାଇବେଲ)
ହଦଦ୍ର ମରଣ ଉତ୍ତାରେ ମସ୍ରେକାନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲା।