Genesis 40:9 — Compare Translations

5 translations compared side by side

Odia - 1840
"ତେଣୁ ରାଜାଙ୍କର ମୁଖ୍ଯ ପାନପାତ୍ର ବାହକ ଯୋଷଫଙ୍କେୁ ତାଙ୍କର ସ୍ବପ୍ନ ବିଷଯ ରେ କହିଲା, ଦେଖ ଗୋଟିଏ ଦ୍ରାକ୍ଷାଲତା ମାେ ସମ୍ମୁଖ ରେ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ଆପଣା ସ୍ଵପ୍ନ କଥା ପ୍ରକାଶ କରି କହିଲା, ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋʼ ସମ୍ମୁଖରେ ଥିଲା,
Odia Bible ERV 2004 (ପବିତ୍ର ବାଇବଲ)
ଦ୍ରାକ୍ଷାରସ ଦେଉଥିବା ଲୋକର ସ୍ୱପ୍ନ ତେଣୁ ରାଜାଙ୍କର ମୁଖ୍ୟ ପାନପାତ୍ରବାହକ ଯୋଷେଫଙ୍କୁ ତା’ର ସ୍ୱପ୍ନ ବିଷୟରେ କହିଲା, “ଦେଖ ଗୋଟିଏ ଦ୍ରାକ୍ଷାଲତା ମୋ’ ସମ୍ମୁଖରେ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ଆପଣା ସ୍ୱପ୍ନ କଥା ପ୍ରକାଶ କରି କହିଲା, “ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋʼ ସମ୍ମୁଖରେ ଥିଲା,
Odia IRV 2017 (ଓଡିଆ ବାଇବେଲ)
ତହୁଁ ପ୍ରଧାନ ପାନପାତ୍ର ବାହକ ଯୋଷେଫଙ୍କୁ ଆପଣା ସ୍ୱପ୍ନ କଥା ପ୍ରକାଶ କରି କହିଲା, “ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋ’ ସମ୍ମୁଖରେ ଥିଲା,