Genesis 41:11 — Compare Translations
5 translations compared side by side
Odia - 1840
"ଏହାପରେ ସହେି ରାତ୍ରି ରେ ଆମ୍ଭମାନେେ ପ୍ରେତ୍ୟକକ ଏକ ଏକ ସ୍ବପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ବପ୍ନର ଅର୍ଥ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ଵପ୍ନ ଦେଖିଲୁ; ପୁଣି, ଦୁହିଁଙ୍କ ସ୍ଵପ୍ନର ଦୁଇପ୍ରକାର ଅର୍ଥ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେହି ରାତ୍ରିରେ ଆମ୍ଭେମାନେ ପ୍ରତ୍ୟେକେ ଏକ ଏକ ସ୍ୱପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ୱପ୍ନର ଅର୍ଥ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ୱପ୍ନ ଦେଖିଲୁ; ପୁଣି, ଦୁହିଁଙ୍କ ସ୍ୱପ୍ନର ଦୁଇ ପ୍ରକାର ଅର୍ଥ ହେଲା।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ୱପ୍ନ ଦେଖିଲୁ; ପୁଣି, ଦୁହିଁଙ୍କ ସ୍ୱପ୍ନର ଦୁଇ ପ୍ରକାର ଅର୍ଥ ହେଲା।