Genesis 41:19 — Compare Translations

5 translations compared side by side

Odia - 1840
"ଏହାପରେ ମୁଁ ଦେଖିଲି ଆଉ ସାତଟି ଦୁର୍ବଳ, ରୁଗ୍ଣ ଓ କୁତ୍ସିତ ଦଖାଯାେଉଥିବା ଗାଈଗୁଡ଼ିକ ନଦୀ ମଧ୍ଯରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିଲେ। ସମାନଙ୍କେ ପରି କୁତ୍ସିତ ଗାଈ ମୁଁ ସମୁଦାଯ ମିଶର ରେ ଆଦୌ ଦେଖି ନଥିଲି!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ସେମାନଙ୍କ ଉତ୍ତାରେ ଆଉ ସାତୁଟା ଦୁର୍ବଳ ଅତି କୁତ୍ସିତ ଓ କୃଶାଙ୍ଗ ଗୋରୁ ଉଠି ଆସିଲେ; ଆମ୍ଭେ ସେମାନଙ୍କ ପରି କୁତ୍ସିତ ଗୋରୁ ସମୁଦାୟ ମିସର ଦେଶରେ କଦାପି ଦେଖି ନାହୁଁ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ମୁଁ ଦେଖିଲି, ଆଉ ସାତୋଟି ଦୁର୍ବଳ, ରୁ‌‌ଗ୍‌‌ଣ ଓ କୁତ୍ସିତ ଦେଖାଯାଉଥିବା ଗାଈଗୁଡ଼ିକ ନଦୀ ମଧ୍ୟରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁ‌‌ଗ୍‌‌ଣ ଦେଖାଯାଉଥିଲେ। ସେମାନଙ୍କ ପରି କୁତ୍ସିତ ଗାଈ ମୁଁ ସମୁଦାୟ ମିଶରରେ ଆଦୌ ଦେଖି ନ ଥିଲି!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସେମାନଙ୍କ ଉତ୍ତାରେ ଆଉ ସାତୋଟି ଦୁର୍ବଳ ଅତି କୁତ୍ସିତ ଓ କୃଶାଙ୍ଗ ଗୋରୁ ଉଠି ଆସିଲେ; ଆମ୍ଭେ ସେମାନଙ୍କ ପରି କୁତ୍ସିତ ଗୋରୁ ସମୁଦାୟ ମିସର ଦେଶରେ କଦାପି ଦେଖି ନାହୁଁ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସେମାନଙ୍କ ଉତ୍ତାରେ ଆଉ ସାତୁଟା ଦୁର୍ବଳ ଅତି କୁତ୍ସିତ ଓ କୃଶାଙ୍ଗ ଗୋରୁ ଉଠି ଆସିଲେ; ଆମ୍ଭେ ସେମାନଙ୍କ ପରି କୁତ୍ସିତ ଗୋରୁ ସମୁଦାୟ ମିସର ଦେଶରେ କଦାପି ଦେଖି ନାହୁଁ।