Genesis 41:26 — Compare Translations
5 translations compared side by side
Odia - 1840
"ଉଭୟ ସ୍ବପ୍ନର ଅର୍ଥ ପ୍ରାଯ ସମାନ। ସାତଟି ସ୍ବାସ୍ଥ୍ଯଗାଈ, ସାତଟି ଉତ୍ତମ ଶୀଷା ସାତବର୍ଷ ଉତ୍ତମସ୍ବରୂପ ଅଟନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସାତୋଟି ଉତ୍ତମ ଗୋରୁ ସାତ ବର୍ଷ ସ୍ଵରୂପ, ପୁଣି, ସେହି ସାତୋଟି ଉତ୍ତମ ଶିଷା ମଧ୍ୟ ସାତ ବର୍ଷ ସ୍ଵରୂପ, ସ୍ଵପ୍ନ ଏକମାତ୍ର ।
Odia Bible ERV 2004 (ପବିତ୍ର ବାଇବଲ)
ଉଭୟ ସ୍ୱପ୍ନର ଅର୍ଥ ପ୍ରାୟ ସମାନ। ସାତୋଟି ସ୍ୱାସ୍ଥ୍ୟ ଗାଈ, ସାତୋଟି ଉତ୍ତମ ଶୀଷା ସାତ ବର୍ଷ ସ୍ୱରୂପ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସାତୋଟି ଉତ୍ତମ ଗୋରୁ ସାତ ବର୍ଷ ସ୍ୱରୂପ, ପୁଣି, ସେହି ସାତୋଟି ଉତ୍ତମ ଶିଷା ମଧ୍ୟ ସାତ ବର୍ଷ ସ୍ୱରୂପ, ସ୍ୱପ୍ନ ଏକମାତ୍ର।
Odia IRV 2017 (ଓଡିଆ ବାଇବେଲ)
ସେହି ସାତୋଟି ଉତ୍ତମ ଗୋରୁ ସାତ ବର୍ଷ ସ୍ୱରୂପ, ପୁଣି, ସେହି ସାତୋଟି ଉତ୍ତମ ଶିଷା ମଧ୍ୟ ସାତ ବର୍ଷ ସ୍ୱରୂପ, ସ୍ୱପ୍ନ ଏକମାତ୍ର।