Genesis 41:35 — Compare Translations
5 translations compared side by side
Odia - 1840
"ଏହି ପ୍ରକାର ରେ ଲୋକମାନେ ସେ ଉତ୍ତମ ସାତବର୍ଷ ମଧିଅରେ ଏହି ଖାଦ୍ୟ ସଂଗ୍ରହ କରି ରଖିବ। ଏହି ପ୍ରକାର ଖାଦ୍ୟ ସଂଗ୍ରହ କରି ତୁମ୍ଭ ନିଯନ୍ତ୍ରଣ ରେ ରଖ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅର୍ଥାତ୍, ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ, ପୁଣି ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କ ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ପ୍ରକାରେ ଲୋକମାନେ ସେହି ଉତ୍ତମ ସାତ ବର୍ଷ ମଧ୍ୟରେ ଖାଦ୍ୟ ସଂଗ୍ରହ କରି ରଖିବେ। ଏହି ପ୍ରକାରେ ଖାଦ୍ୟ ସଂଗ୍ରହ କରି ଆପଣ ନିୟନ୍ତ୍ରଣରେ ରଖନ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅର୍ଥାତ୍, ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ, ପୁଣି, ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କ ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ଅର୍ଥାତ୍, ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ, ପୁଣି, ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କ ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ।