Genesis 41:5 — Compare Translations
5 translations compared side by side
Odia - 1840
"ଫାରୋ ପୁନ୍ନରାଯ ଶଯନ କଲେ ଓ ପୁନ୍ନରାଯ ସ୍ବପ୍ନ ଦେଖିଲେ। ଗୋଟିଏ ଶଣ୍ଢା ରେ ସାତଟି ପରିପୃଷ୍ଟ ଓ ଉତ୍ତମ ଶୀଷା ବାହାରିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁ ଉତ୍ତାରେ ସେ ନିଦ୍ରିତ ହୋଇ ଦ୍ଵିତୀୟ ଥର ସ୍ଵପ୍ନ ଦେଖିଲେ; ଗୋଟିଏ ଶଣ୍ତାରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶିଷା ବାହାରିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଫାରୋ ପୁନରାୟ ଶୟନ କଲେ ଓ ପୁନରାୟ ସ୍ୱପ୍ନ ଦେଖିଲେ। ଗୋଟିଏ ଶଣ୍ଢାରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶୀଷା ବାହାରିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁ ଉତ୍ତାରେ ସେ ନିଦ୍ରିତ ହୋଇ ଦ୍ୱିତୀୟ ଥର ସ୍ୱପ୍ନ ଦେଖିଲେ; ଗୋଟିଏ ଡେମ୍ଫରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶିଷା ବାହାରିଲା।
Odia IRV 2017 (ଓଡିଆ ବାଇବେଲ)
ତହିଁ ଉତ୍ତାରେ ସେ ନିଦ୍ରିତ ହୋଇ ଦ୍ୱିତୀୟ ଥର ସ୍ୱପ୍ନ ଦେଖିଲେ; ଗୋଟିଏ ଡେମ୍ଫରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶିଷା ବାହାରିଲା।