Genesis 44:6 — Compare Translations

5 translations compared side by side

Odia - 1840
"ତେଣୁ ଦାସମାନେ ତାଙ୍କର କଥାମାନି ଏବଂ ସମାନେେ ଘାଡ଼ୋ ଚଢ଼ି ତାଙ୍କୁ ଅନୁସରଣ କଲେ। ସହେି ଦାସମାନେ ସମାନଙ୍କେୁ ଯୋଷଫଙ୍କେ କଥା କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ସେ ସେମାନଙ୍କ ସଙ୍ଗ ଧରି ଏହି ସବୁ କଥା କହିଲା ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଦାସମାନେ ତାଙ୍କର କଥା ମାନି ଏବଂ ସେମାନେ ଘୋଡ଼ା ଚଢ଼ି ତାଙ୍କୁ ଅନୁସରଣ କଲେ। ସେହି ଦାସମାନେ ସେମାନଙ୍କୁ ଯୋଷେଫଙ୍କ କଥା କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସେ ସେମାନଙ୍କ ସଙ୍ଗ ଧରି ଏହିସବୁ କଥା କହିଲା।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସେ ସେମାନଙ୍କ ସଙ୍ଗ ଧରି ଏହିସବୁ କଥା କହିଲା।