Genesis 46:16 — Compare Translations
5 translations compared side by side
Odia - 1840
"ଗାଦ୍ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ ଓ ଇଷବୋନ୍ ଓ ଏହି ଅରୋଜୀ ଅରେଲୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗାଦର ପୁତ୍ର ସିଫୋନ୍ ଓ ହଗି ଓ ଶୂନୀ ଓ ଇଷବୋନ୍ ଓ ଏରି ଓ ଅରୋଦୀ ଓ ଅରେଲୀ ।
Odia Bible ERV 2004 (ପବିତ୍ର ବାଇବଲ)
ଗାଦ୍ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରୀ, ଅରୋଦୀ ଓ ଅରେଲୀ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗାଦ୍ର ପୁତ୍ର ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରି, ଅରୋଦି ଓ ଅରେଲୀ।
Odia IRV 2017 (ଓଡିଆ ବାଇବେଲ)
ଗାଦ୍ର ପୁତ୍ର ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରି, ଅରୋଦୀ ଓ ଅରେଲୀ।