Genesis 46:21 — Compare Translations

5 translations compared side by side

Odia - 1840
"ବିନ୍ଯାମୀନର ପୁତ୍ରମାନେ ଥିଲେ ବଲୋ, ବେଖର, ଅସବଲେ, ଗରୋ, ନାମନ, ଏହି, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ବିନ୍ୟାମିନର ସନ୍ତାନ ବେଲା ଓ ବେଖର ଓ ଅସ୍ବେଲ ଓ ଗେରା ଓ ନାମନ ଓ ଏହୀ ଓ ରୋଶ ଓ ମୁପ୍‍ପୀମ ଓ ହୁପ୍‍ପୀମ ଓ ଅର୍ଦ ।
Odia Bible ERV 2004 (ପବିତ୍ର ବାଇବଲ)
ବିନ୍ୟାମୀନର ପୁତ୍ରମାନେ ଥିଲେ, ବେଲା, ବେଖର, ଅସବେଲ, ଗେରା, ନାମନ, ଏହୀ, ରୋଶ, ମୁ‌ପ୍‌ପୀମ, ହୁ‌ପ୍‌ପୀମ ଓ ଅର୍ଦ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ବିନ୍ୟାମୀନ୍‍ର ସନ୍ତାନ ବେଲା, ବେଖର, ଅସ୍‍ବେଲ, ଗେରା, ନାମାନ୍‍, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ୍‍ ଓ ଅର୍ଦ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ବିନ୍ୟାମୀନ୍‍ର ସନ୍ତାନ ବେଲା, ବେଖର, ଅସ୍‍ବେଲ, ଗେରା, ନାମାନ୍‍, ଏହୀ, ରୋଶ, ମୁପ୍‍ପୀମ, ହୁପ୍‍ପୀମ୍‍ ଓ ଅର୍ଦ।