Genesis 49:21 — Compare Translations

5 translations compared side by side

Odia - 1840
"ନପ୍ତାଲି ମନୋହର ଏକ ହରିଣୀ ସ୍ବରୂପ, ସେ ଆନନ୍ଦଦାୟକ ବାକ୍ଯ କହିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ଵରୂପ, ସେ ମନୋହର ବାକ୍ୟ କହିବ ।
Odia Bible ERV 2004 (ପବିତ୍ର ବାଇବଲ)
ନପ୍ତାଲି “ନପ୍ତାଲି ଏକ ମନୋହର ହରିଣୀ ସ୍ୱରୂପ, ସେ ଆନନ୍ଦଦାୟକ ବାକ୍ୟ କହିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ।
Odia IRV 2017 (ଓଡିଆ ବାଇବେଲ)
ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ।