Genesis 49:5 — Compare Translations

5 translations compared side by side

Odia - 1840
"ଶିମିୟୋନ ଓ ଲବେୀ ଦୁଇ ସହୋଦର, ସମାନଙ୍କେର ଖଡ୍ଗ ଦୌରାତ୍ମ୍ଯର ଅସ୍ତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶିମୀୟୋନ୍ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ଼୍‍ଗ ଦୌରାତ୍ମ୍ୟର ଅସ୍ତ୍ର ।
Odia Bible ERV 2004 (ପବିତ୍ର ବାଇବଲ)
ଶିମିୟୋନ ଓ ଲେବୀ “ଶିମିୟୋନ ଓ ଲେବୀ ଦୁଇ ସହୋଦର, ସେମାନଙ୍କର ଖ‌‌‌‌ଡ଼୍‌‌‌‌ଗ ଦୌରାତ୍ମ୍ୟର ଅସ୍ତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶିମୀୟୋନ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ୍ଗ ଦୌରାତ୍ମ୍ୟର ଅସ୍ତ୍ର।
Odia IRV 2017 (ଓଡିଆ ବାଇବେଲ)
ଶିମୀୟୋନ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ୍ଗ ଦୌରାତ୍ମ୍ୟର ଅସ୍ତ୍ର।