Genesis 5:25 — Compare Translations

5 translations compared side by side

Odia - 1840
"ମଥୁଶଲହେ 187 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ। ତାହାର ନାମ ଲମେକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମଥୂଶେଲହ ଶହେ ଶତାଶୀ ବର୍ଷ ବୟସରେ ଲେମକକୁ ଜାତ କଲା;
Odia Bible ERV 2004 (ପବିତ୍ର ବାଇବଲ)
ମଥୁଶେଲହ 187 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲା। ତାହାର ନାମ ଲେମକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମଥୂଶେଲହ ଶହେ ଶତାଅଶୀ ବର୍ଷ ବୟସରେ ଲେମକକୁ ଜାତ କଲା;
Odia IRV 2017 (ଓଡିଆ ବାଇବେଲ)
ମଥୂଶେଲହ ଶହେ ଶତାଅଶୀ ବର୍ଷ ବୟସରେ ଲେମକକୁ ଜାତ କଲା;