Genesis 7:9 — Compare Translations

5 translations compared side by side

Odia - 1840
"ସମାନେେ ଯୋଡ଼ି ୟୋଡ଼ି କରି ପୁରୁଷ ଓ ସ୍ତ୍ରୀ ଠିକ୍ ପରମେଶ୍ବରଙ୍କ ଆଜ୍ଞାନୁସା ରେ ନୋହଙ୍କ ନିକଟକୁ ୟାଇ ଜାହାଜ ରେ ପ୍ରବେଶ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଯୋଡ଼ି ଯୋଡ଼ି କରି ପୁରୁଷ ଓ ସ୍ତ୍ରୀ, ଠିକ୍ ପରମେଶ୍ୱରଙ୍କ ଆଜ୍ଞାନୁସାରେ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
Odia IRV 2017 (ଓଡିଆ ବାଇବେଲ)
ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।