Genesis 8:2 — Compare Translations
5 translations compared side by side
Odia - 1840
"ଆକାଶରୁ ବର୍ଷା ପଡ଼ିବା ବନ୍ଦ ହାଇଗେଲା ଏବଂ ଧରିତ୍ରୀ ତଳେ ଜଳଷୋର୍ତ ବନ୍ଦ ହାଇଗେଲା। ଆକାଶସ୍ଥ ଦ୍ବାର ସକଳ ବନ୍ଦ ହାଇଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମହାସମୁଦ୍ରର ଜଳାକର ଓ ଆକାଶସ୍ଥ ଦ୍ଵାର ସକଳ ରୁଦ୍ଧ ହେଲା, ପୁଣି ଆକାଶରୁ ବୃଷ୍ଟି ନିବୃତ୍ତ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଆକାଶରୁ ବର୍ଷା ପଡ଼ିବା ବନ୍ଦ ହୋଇଗଲା ଏବଂ ଧରିତ୍ରୀ ତଳେ ଜଳସ୍ରୋତ ବନ୍ଦ ହୋଇଗଲା। ଆକାଶସ୍ଥ ଦ୍ୱାର ସକଳ ବନ୍ଦ ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାରସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା।
Odia IRV 2017 (ଓଡିଆ ବାଇବେଲ)
ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାର ସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା।