Genesis 9:27 — Compare Translations

5 translations compared side by side

Odia - 1840
"ପରମେଶ୍ବର ଯଫେତ୍କୁ ବହୁତ ଜମି ଦିଅନ୍ତୁ। ସେ ଶମରେ ତମ୍ବୁ ରେ ବାସ କରୁ। କିଣାନ ତାହାର ଦାସ ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରମେଶ୍ଵର ଯେଫତ୍କୁ ବର୍ଦ୍ଧିଷ୍ଣୁ କରନ୍ତୁ; ପୁଣି ସେ ଶେମର ତମ୍ଵୁରେ ବାସ କରୁ; ଆଉ କିଣାନ ତାହାର ଦାସ ହେଉ ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ଯେଫ‌‌‌ତ୍‌‌‌କୁ ବହୁତ ଜମି ଦିଅନ୍ତୁ। ସେ ଶେମର ତମ୍ବୁରେ ବାସ କରୁ। କିଣାନ ତାହାର ଦାସ ହେଉ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରମେଶ୍ୱର ଯେଫତ୍‍କୁ ବର୍ଦ୍ଧିଷ୍ଣୁ କରନ୍ତୁ; ପୁଣି, ସେ ଶେମର ତମ୍ବୁରେ ବାସ କରୁ; ଆଉ କିଣାନ ତାହାର ଦାସ ହେଉ।”
Odia IRV 2017 (ଓଡିଆ ବାଇବେଲ)
ପରମେଶ୍ୱର ଯେଫତ୍‍କୁ ବର୍ଦ୍ଧିଷ୍ଣୁ କରନ୍ତୁ; ପୁଣି, ସେ ଶେମର ତମ୍ବୁରେ ବାସ କରୁ; ଆଉ କିଣାନ ତାହାର ଦାସ ହେଉ।”