Habakkuk 3:1 — Compare Translations

5 translations compared side by side

Odia - 1840
"ଭବିଷ୍ଯଦ୍ବକ୍ତା ହବକୂକ୍ଙ୍କର ଶିଗିଯୋନତ୍ ପ୍ରାର୍ଥନା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହବକ୍କୂକ ଭବିଷ୍ୟଦ୍ବକ୍ତାଙ୍କର ପ୍ରାର୍ଥନା । ସ୍ଵର-ଶିଗୀୟୋନତ୍ ।
Odia Bible ERV 2004 (ପବିତ୍ର ବାଇବଲ)
ହବ‌କ୍‌କୂକଙ୍କ ପ୍ରାର୍ଥନା ଭବିଷ୍ୟ‌ଦ୍‌ବକ୍ତା ହବ‌କ୍‌କୂକଙ୍କର ଶିଗିୟୋନତ୍ ପ୍ରାର୍ଥନା:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହବକ୍କୂକ ଭବିଷ୍ୟଦ୍‍ବକ୍ତାଙ୍କର ପ୍ରାର୍ଥନା। ସ୍ୱରଶିଗୀୟୋନତ୍‍।
Odia IRV 2017 (ଓଡିଆ ବାଇବେଲ)
ହବକ୍‍କୂକ ଭବିଷ୍ୟଦ୍‍ବକ୍ତାଙ୍କର ପ୍ରାର୍ଥନା। ସ୍ୱରଶିଗୀୟୋନତ୍‍।