Hebrews 1:12 — Compare Translations

7 translations compared side by side

Odia - 1840
"ତୁମ୍ଭେ ଚାଦର ଭଳି ସହେିସବୁ ଗୁଡ଼ାଇବ ଓ ସମାନେେ ବସ୍ତ୍ର ଭଳି ପରିବର୍ତ୍ତିତ ହବେେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶଷେ ହବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
“ପୁଣି ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ । କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି ତୁମ୍ଭର ବର୍ଷସମୂହ ଶେଷ ହେବ ନାହିଁ ।”
Odia BSI (ପବିତ୍ର ବାଇବଲ (CL) NT (BSI))
ପୋଷାକ ସଜାଡ଼ିଲା ଭଳି ତୁମେ ସେ ସବୁ ସଜାଡ଼ି ରଖିବ ଏବଂ ବସ୍ତ୍ର ବଦଳାଇବା ପରି ପରିବର୍ତ୍ତନ କରିବ। କିନ୍ତୁ ସ୍ୱୟଂ ତୁମେ ଅପରିବର୍ତ୍ତନୀୟ ଓ ଅନନ୍ତ।”
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଗ୍ଭଦର ଭଳି ସେହିସବୁ ଗୁଡ଼ାଇବ ଓ ସେମାନେ ବସ୍ତ୍ର ଭଳି ପରିବର୍ତ୍ତିତ ହେବେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶେଷ ହେବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ। କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
"ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହି ସବୁ ଗୁଡ଼ାଇବ, ଆଉ ସେହି ସବୁ ପରିବର୍ତ୍ତିତ ହେବ । କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ ।''
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಝಗ್ಯಾ ಸಾಕೆ ತಿಯಾ ತೆಂಕಾ ಮಡಚ್ತೆಯ್, ಅನಿ ತಿ ಬದ್ಲುನ್ ಕಪ್ಡ್ಯಾ ಸಾರ್ಕೆ ಹೊತಾತ್. ಖರೆ ತಿಯಾ ಕನ್ನಾಬಿ ಕಸೊ ಹಾಸ್ ತಸೊಚ್ ರ್‍ಹಾತೆಯ್, ಅನಿ ತುಜ್ಯಾ ಜಿವನಾಕ್ ಅಂತುಚ್ ನಾ”.