Hebrews 1:7 — Compare Translations

7 translations compared side by side

Odia - 1840
"ନିଜର ସ୍ବର୍ଗଦୂତମାନଙ୍କ ବିଷୟ ରେ ପରମେଶ୍ବର କହିଛନ୍ତି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ଵରୂପ କରନ୍ତି, ପୁଣି ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ଵରୂପ କରନ୍ତିନ୍ତ”
Odia BSI (ପବିତ୍ର ବାଇବଲ (CL) NT (BSI))
ଅଥଚ ସ୍ୱର୍ଗଦୂତମାନଙ୍କ ସମ୍ବନ୍ଧରେ ଈଶ୍ୱର ଏହି କଥା କହିଛନ୍ତି; “ଈଶ୍ୱର ଆପଣା ଦୂତମାନଙ୍କୁ ବାୟୁ ତୁଲ୍ୟ ଓ ଆପଣା ସେବକମାନଙ୍କୁ ଅଗ୍ନିଶିଖା ପରି କରିଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
ନିଜର ସ୍ୱର୍ଗଦୂତମାନଙ୍କ ବିଷୟରେ ପରମେଶ୍ୱର କହିଛନ୍ତି: “ପରମେଶ୍ୱର ଆପଣା ସ୍ୱର୍ଗଦୂତମାନଙ୍କୁ ବାୟୁସ୍ୱରୂପ କରନ୍ତି, ଓ ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ୱରୂପ କରନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି,”
Odia IRV 2017 (ଓଡିଆ ବାଇବେଲ)
ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, "ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି;''
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ದೆವ್‍ದುತಾಂಚ್ಯಾ ವಿಶಯಾತ್ ದೆವ್ ಮನ್ತಾ, “ದೆವ್ ಅಪ್ನಾಚ್ಯಾ ದುತಾಕ್ನಿ ವಾರ್ಯಾ ಸಾರ್ಕೆ ಕರ್‍ತಾ, ಅನಿ ಅಪ್ನಾಚ್ಯಾ ಸೆವಕಾಕ್ನಿ ಪೆಟ್ತಲ್ಯಾ ಅಗಿ ಸಾರ್ಕೆ ಕರ್‍ತಾ.”