Hebrews 10:15 — Compare Translations

7 translations compared side by side

Odia - 1840
"ପବିତ୍ର ଆତ୍ମା ମଧ୍ଯ ଆମ୍ଭକୁ ଏହା ବିଷୟ ରେ କୁହନ୍ତି। ପ୍ରଥମ ରେ ସେ କୁହନ୍ତି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସାକ୍ଷ୍ୟ ଦିଅନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ପବିତ୍ରଆତ୍ମା ମଧ୍ୟ ତାଙ୍କର ସାକ୍ଷ୍ୟ ଦେଇ କହିଛନ୍ତି,
Odia Bible ERV 2004 (ପବିତ୍ର ବାଇବଲ)
ପବିତ୍ରଆତ୍ମା ମଧ୍ୟ ଆମ୍ଭକୁ ଏହା ବିଷୟରେ କୁହନ୍ତି। ପ୍ରଥମରେ ସେ କୁହନ୍ତି:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି;
Odia IRV 2017 (ଓଡିଆ ବାଇବେଲ)
ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪವಿತ್ರ್ ಆತ್ಮೊಬಿ ಅಮ್ಕಾ ಹೆಚ್ಯಾ ವಿಶಯಾತ್ ಸಾಕ್ಷಿ ದಿತಾ,ಅನಿ ಸಾಂಗ್ತಾ.