Hebrews 10:16 — Compare Translations
7 translations compared side by side
Odia - 1840
"ପ୍ରଭୁ କହିଲେ, ଭବିଷ୍ଯତ ରେ ମାେ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ହୃଦୟ ରେ ରଖିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ମନ ରେ ଲେଖିବି। ୟିରିମିୟ 31:33"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା, ଏହା କହିଲା ଉତ୍ତାରେ ସେ କହନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
“ପ୍ରଭୁ କହନ୍ତି, ଭବିଷ୍ୟତରେ ମୁଁ ସେମାନଙ୍କ ସହିତ ଏହି ଚୁକ୍ତି କରିବି। ମୁଁ ମୋର ବ୍ୟବସ୍ଥା ସେମାନଙ୍କ ହୃଦୟରେ ସ୍ଥାପନ କରିବି ଓ ସେମାନଙ୍କ ମାନସପଟରେ ଲେଖିବି।”
Odia Bible ERV 2004 (ପବିତ୍ର ବାଇବଲ)
“ପ୍ରଭୁ କହିଲେ, ଭବିଷ୍ୟତରେ ମୋ’ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ହୃଦୟରେ ରଖିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ମନରେ ଲେଖିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା,”
Odia IRV 2017 (ଓଡିଆ ବାଇବେଲ)
କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହି ସବୁ ଲେଖିବା, ଏହା କହିଲା ଉତ୍ତାରେ ସେ କହନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಯೆಳ್ ಯೆಲ್ಲ್ಯಾ ತೆಂಚ್ಯಾಕ್ಡೆ ಮಿಯಾ ಎಕ್ ನ್ಹವೊ ಕರಾರ್ ಕರ್ತಾ ಮನುನ್ ಧನಿ ಮನ್ತಾ ತೆಂಚ್ಯಾ ಮನಾತ್ನಿ ಲಿವ್ತಾ.