Hebrews 10:3 — Compare Translations
7 translations compared side by side
Odia - 1840
"ସମାନେେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସମାନଙ୍କେୁ ସମାନଙ୍କେର ପାପଗୁଡ଼ିକ ସ୍ମରଣ କରାଇ ଦିଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ, ସେପରି ନ ହୋଇ ବର୍ଷକୁ ବର୍ଷ ବଳିଦାନ ଉତ୍ସର୍ଗ କରିବା ଦ୍ୱାରା ମନୁଷ୍ୟକୁ କେବଳ ତା’ର ପାପ ବିଷୟ ସ୍ମରଣ ଦିଆଯାଉଛି।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସେମାନଙ୍କୁ ସେମାନଙ୍କର ପାପଗୁଡ଼ିକ ସ୍ମରଣ କରାଇ ଦିଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେହି ସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಯಜ್ನ್ ಕರ್ತಲ್ಯಾ ಸಾಟ್ನಿ ಹರ್ ವರ್ಸಾ ಬಿ ಅದ್ದಿ ಕರಲ್ಯಾ ಪಾಪಾಂಚಿ ಯಾದ್ ಕರಲ್ಯಾ ಸಾರ್ಕೆ ಹೊತಾ ನ್ಹಯ್.