Hebrews 10:31 — Compare Translations
7 translations compared side by side
Odia - 1840
"ଜୀବନ ପରମେଶ୍ବରଙ୍କ ହାତ ରେ ଜଣେ ପାପୀ ପଡ଼ିୟିବା, ଗୋଟିଏ ଭୟଙ୍କର କଥା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜୀବିତ ଈଶ୍ଵରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଚିରଞ୍ଜୀବୀ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବା କେଡ଼େ ଭୟାନକ।
Odia Bible ERV 2004 (ପବିତ୍ର ବାଇବଲ)
ଜୀବିତ ପରମେଶ୍ୱରଙ୍କ ହାତରେ ଜଣେ ପାପୀ ପଡ଼ିଯିବା, ଗୋଟିଏ ଭୟଙ୍କର କଥା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜୀବିତ ଈଶ୍ବରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ।
Odia IRV 2017 (ଓଡିଆ ବାଇବେଲ)
ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಝಿತ್ತ್ಯಾ ದೆವಾಚ್ಯಾ ಹಾತಿತ್ ಗಾವ್ನ್ ಪಡ್ತಲೆ ಕವ್ಡೆ ಭಯಾನಕ್ ಹಾಯ್!