Hebrews 10:33 — Compare Translations

7 translations compared side by side

Odia - 1840
"ସେତବେେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନକେ ଲୋକଙ୍କ ଆଗ ରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। େ ବେଳବେଳେ ଏହି ଭଳି ଖରାପ ବ୍ଯବହାର ମଧ୍ଯ ଦଇେ ଗତି କରୁଥିବା ଲୋକଙ୍କୁ ତୁମ୍ଭମାନେେ ସାହାୟ୍ଯ କଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ଵାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହିପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ ।
Odia BSI (ପବିତ୍ର ବାଇବଲ (CL) NT (BSI))
କେବେ କେବେ ତୁମ୍ଭେମାନେ ସର୍ବସାଧାରଣରେ ନିନ୍ଦିତ ଓ ଅତ୍ୟାଚାରିତ ହେଉଥିଲେ। ଆଉ କେବେ କେବେ ତୁମ୍ଭେମାନେ ଅନ୍ୟମାନଙ୍କ ଦୁଃଖ ଦୁର୍ଦ୍ଦଶାରେ ସହାନୂଭୂତି ପ୍ରଦଶନ କରୁଥିଲ ଏବଂ ଯେତେବେଳେ ତୁମଦ୍ଭମାନଙ୍କର ସର୍ବସ୍ୱ ଅପହୃତ ହେଲା, ସେତେବେଳେ ତୁମ୍ଭେମାନେ ଅନନ୍ଦରେ ସବୁ କ୍ଷତି ସହ୍ୟ କରିଥିଲ, କାରଣ ତୁମ୍ଭମାନଙ୍କର ଯେ ମହତ୍ତର ଚିରକସ୍ଥାୟୀ ସମ୍ପତ୍ତି ଅଛି, ତାହା ତୁମ୍ଭେମାନେ ଜାଣିଥିଲ।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ।
Odia IRV 2017 (ଓଡିଆ ବାଇବେଲ)
ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ವಾಟೆನ್ ಸಗ್ಳ್ಯಾಂಚ್ಯಾ ಇದ್ರಾಕ್ ನಿಂದಾ ಅನಿ ತರಾಸ್ ಸೊಸ್ಲ್ಯಾಸಿ, ಅನಿ ಎಕ್ ವಾಟೆನ್ ತಸ್ಲೊ ಕಸ್ಟ್ ಸೊಸ್ತಲ್ಯಾಂಚೆ ವಾಂಗ್ಡಿ ತುಮಿ ಹೊಲ್ಯಾಶಿ.