Hebrews 10:6 — Compare Translations

7 translations compared side by side

Odia - 1840
"ହାମବେଳି ଓ ପାପାର୍ଥକ ବଳି ରେ ତୁମ୍ଭେ ଖୁସି ହୁଅ ନାହିଁ। ବଳି ଦ୍ବାରା ପାପହରଣ କଥାର ମଧ୍ଯ ତୁମ୍ଭେ ଖୁସି ନୁହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାପ ମୋଚନ ନିମନ୍ତେ ତୁମେ ବେଦୀ ଉପରେ ହୋମବଳିରେ କିମ୍ବା ପଶୁବଳିରେ ସନ୍ତୁଷ୍ଟ ନୁହଁ।
Odia Bible ERV 2004 (ପବିତ୍ର ବାଇବଲ)
ହୋମବଳି ଓ ପାପାର୍ଥକ ବଳରେ ତୁମ୍ଭେ ଖୁସୀ ହୁଅ ନାହିଁ। ବଳି ଦ୍ୱାରା ପାପହରଣ କଥାର ମଧ୍ୟ ତୁମ୍ଭେ ଖୁସୀ ନୁହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜನಾವರಾಂಚೆ ಸಗ್ಳೆ ಆಂಗ್ ಜಾಳ್ವುತಲೆ ನಾ ಹೊಲ್ಯಾರ್ ಪಾಪಾಚ್ಯಾ ಸುಟ್ಕೆಸಾಟ್ನಿ ಭೆಟ್ವಲ್ಲಿ ಬಲಿ ತುಜ್ಯಾ ಮನಾಕ್ ಯೆಯ್ನಾತ್.