Hebrews 11:15 — Compare Translations
7 translations compared side by side
Odia - 1840
"ଯଦି ସମାନେେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟ ରେ ଭାବୁ ଥିଲେ, ସମାନେେ ସହେି ସ୍ଥାନକୁ ଫରେିବାକୁ ଗୋଟିଏ ସୁଯୋଗ ଖାଜେି ପାଇ ପାରିଥାଆନ୍ତେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ହୋଇଥାଆନ୍ତା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯେଉଁ ଦେଶ ଛାଡ଼ି ଆଓିଥିଲେ, ସେ ଦେଶକୁ ଆଉ ସ୍ମରଣ କରୁ ନ ଥିଲେ। ଯଦି ସ୍ମରଣ କରିଥାଆନ୍ତେ ତେବେ ସେଠାକୁ ସେମାନେ ଫେରି ଯିବାକୁ ସୁଯୋଗ ପାଇ ଥାଆନ୍ତେ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ହୋଇଥାଆନ୍ତା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಅಪ್ನಿ ಸೊಡುನ್ ಯೆಲ್ಯಾ ದೆಶಾರ್ ಮನ್ ಥವಲ್ಲೆ ಹೊಲ್ಯಾರ್ ಪರ್ತುನ್ ಥೈ ಜಾವ್ಕ್ ತೆಂಕಾ ಅವಕಾಸ್ ಹೊತ್ತೊ.