Hebrews 11:2 — Compare Translations

7 translations compared side by side

Odia - 1840
"ପ୍ରାଚୀନ କାଳ ରେ, ଲୋକମାନଙ୍କର ଏହି ଭଳି ବିଶ୍ବାସ ଥିଲା ବୋଲି, ପରମେଶ୍ବର ସମାନଙ୍କେ ଉପରେ ପ୍ରସନ୍ନ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଦ୍ଦ୍ଵାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପୁରାକାଳର ଲୋକମାନେ ସେମାନଙ୍କ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତୋଷଭାଜନ ହୋଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ।
Odia IRV 2017 (ଓଡିଆ ବାଇବେଲ)
ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಚಿ ಪೈಲೆಚಿ ಲೊಕಾ ವಿಶ್ವಾಸಾನ್ ಹೊತ್ತ್ಯಾಕುಚ್ ದೆವಾಕ್ನಾ ಒಪ್ಗಿ ಘೆಟ್ಲ್ಯಾನಿ.