Hebrews 11:20 — Compare Translations

7 translations compared side by side

Odia - 1840
"ବିଶ୍ବାସ କାରଣରୁ ଇସ୍ହାକ, ଯାକୁବ ଓ ଏସୌଙ୍କୁ ସମାନଙ୍କେ ଭବିଷ୍ଯତ ବିଷୟ ରେ ଆଶୀର୍ବାଦ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶ୍ଵାସ ଦ୍ଵାରା ଇସ୍‍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଇସାହାକ ନିଜ ବିଶ୍ୱାସ ବଳରେ ଯାକୁବ ଓ ଏଷୌଙ୍କର ଭାବ ମଙ୍ଗଳ ପାଇଁ ଆର୍ଶୀବାଦ କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ବିଶ୍ୱାସ କାରଣରୁ ଇସ୍‌ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶ୍ୱାସ ଦ୍ୱାରା ଇସ୍‌ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ।
Odia IRV 2017 (ଓଡିଆ ବାଇବେଲ)
ବିଶ୍ୱାସ ଦ୍ୱାରା ଇସ୍‍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಇಸಾಕಾನ್ ಜಾಕೊಬಾಚಿ, ಅನಿ ಎಸಾವಾಚೆ ಫಿಡೆ ಕಾಯ್ ಹೊತಲೆ ಹಾಯ್ ತೆಚ್ಯಾ ವೈರ್ ಆಶಿರ್ವಾದ್ ಘಾಟ್ಲ್ಯಾನ್, ಇಸಾಕಾಚೊ ವಿಶ್ವಾಸುಚ್ ಹೆಕಾ ಕಾರನ್ ಹೊಲೊ.