Hebrews 11:22 — Compare Translations
7 translations compared side by side
Odia - 1840
"ବିଶ୍ବାସ ଦ୍ବାରା ହଁ, ନିଜର ଶଷେ ସମୟ ନିକଟ ହବୋ ପୂର୍ବରୁ ଯୋଷଫେ ଇଶ୍ରାୟେଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟ ରେ, ତାହାଙ୍କ ମୃତ୍ଯୁ ପରେ ତାହାଙ୍କୁ କିପରି କବର ଦବେେ, ସେ ବିଷୟ ରେ କହିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶ୍ଵାସ ଦ୍ଵାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ଵନ୍ଧରେ ଆଜ୍ଞା ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୋସେଫ ପ୍ରାଣତ୍ୟାଗ କରିବା ସମୟରେ ତାଙ୍କର ବିଶ୍ୱାସ ବଳରେ ଇଶ୍ରାଏଲ ଲୋକମାନଙ୍କର ମିଶର ଦେଶରୁ ପ୍ରସ୍ଥାନ ବିଷୟରେ ଭିବଷ୍ୟତ୍ବାଣୀ କହିଥିଲେ ଏବଂ ତାଙ୍କର ଶବ ସତ୍କାର କିପତ୍ତି କରାଯିବ, ନିର୍ଦ୍ଦେଶ ଦେଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।
Odia IRV 2017 (ଓଡିଆ ବାଇବେଲ)
ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುಜೆನ್ ಮರ್ತಲ್ಯಾ ವೆಳಾರ್ ಇಸ್ರಾಯೆಲ್ ಲೊಕಾ ಇಜಿಪ್ತ್ ದೆಶ್ ಸೊಡುನ್ ಜಾತಾನಾ ಅಪ್ಲೆ ಮಡೆಬಿ ಘೆವ್ನ್ ಜಾವ್ಚೆ ಮನುನ್ ಸಾಂಗುನ್ ಥವಲ್ಲೆ ಬಿ ವಿಶ್ವಾಸಾನುಚ್.