Hebrews 11:25 — Compare Translations

7 translations compared side by side

Odia - 1840
"ସେ ପାପର କ୍ଷଣକ ସୁଖଭୋଗ କରିବା ପାଇଁ ଚାହିଁଲେ ନାହିଁ। ତା' ପରିବର୍ତେ ସେ ଈଶ୍ବରଙ୍କ ଲୋକମାନଙ୍କ ସହ୍ଯ ହେଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କଲେ। ନିଜର ବିଶ୍ବାସ ହତେୁ ସେ ଏପରି କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ଵରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ପାପରେ ଲିପ୍ତ ରହି କିଛି କାଳ ଜୀବନ ଉପଭୋଗ କରିବା ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ବରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
Odia IRV 2017 (ଓଡିଆ ବାଇବେଲ)
ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಉಲ್ಲೆ ಯೆಳ್ ಪಾಪಾಚ್ಯಾ ಜಗಾತ್ ಸಾವ್ಕಾರ್ಕಿಚೆ ಜಿವನ್ ಕರ್‍ತಲ್ಯಾಚ್ಯಾನ್ಬಿ ದೆವಾಚ್ಯಾ ಲೊಕಾಂಚ್ಯಾ ವಾಂಗ್ಡಾ ತರಾಸ್ ಸೊಸುನ್ ಘೆತಲೆ ಬರೆ ಮನುನ್ ಚಿಂತ್ಲ್ಯಾನ್.