Hebrews 11:29 — Compare Translations

7 translations compared side by side

Odia - 1840
"ବିଶ୍ବାସଥିବା ହତେୁ ହିଁ ମାଶାଙ୍କେ ନତେୃତ୍ବ ରେ ସମସ୍ତେ ସୁଫସାଗର ମଧ୍ଯ ଦଇେ ଶୁଖିଲା ଭୂଇଁ ଥିଲା ଭଳି ଚାଲିଚାଲି ପାର ହାଇଗେଲେ। ଯେତବେେଳେ ମିଶରଦେଶର ଲୋକେ ସୁଫସାଗର ଦଇେ ୟିବାପାଇଁ ଚେଷ୍ଟା କଲେ ସମାନେେ ବୁଡ଼ି ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶ୍ଵାସ ଦ୍ଵାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ସେହିପ୍ରକାର ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଶ୍ୱାସ ବଳରେ ଇଶ୍ରାଏଲୀୟ ଲୋକମାନେ ଶୁଷ୍କ ଭୁମି ଉପରେ ଚାଲିଲା ପରି ଲୋହିତ ସାଗର ଅତିକ୍ରମ କରିଥିଳେ; ଅଥଚ ମିସରୀୟମାନେ ତାହା କରିବାକୁ ଚେଷ୍ଟା କରି ବୁଡ଼ି ମଲେ।
Odia Bible ERV 2004 (ପବିତ୍ର ବାଇବଲ)
ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ।
Odia IRV 2017 (ଓଡିଆ ବାଇବେଲ)
ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಿಶ್ವಾಸಾನುಚ್ ಇಸ್ರಾಯೆಲ್ ಲೊಕಾ ತಾಂಬ್ಡೊ ಸಮುಂದರ್ ಸುಕ್ಕ್ಯಾ ಜಿಮ್ನಿರ್ ಚಲುನ್ ಗೆಲ್ಲ್ಯಾ ಸಾರ್ಕೆ ದಾಟುನ್ ಗೆಲ್ಲ್ಯಾನಿ, ತೆ ಬಗುನ್ ಅಪ್ನಿಬಿ ದಾಟುಕ್ ಜಾವ್ನ್ ಇಜಿಪ್ತಾಚಿ ಲೊಕಾ ಸಮುಂದರಾತ್ ಬುಡುನ್ ಗೆಲಿ.