Hebrews 11:30 — Compare Translations
7 translations compared side by side
Odia - 1840
"ଈଶ୍ବରଙ୍କ ଲୋକମାନଙ୍କ ବିଶ୍ବାସ ହତେୁ ଯିରୀହାେ ନଗରର ପାଚରେୀଗୁଡ଼ିକ ସମାନେେ ସାତଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶ୍ଵାସ ଦ୍ଵାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ପ୍ରଦକ୍ଷିଣ ହେଲା ଉତ୍ତାରେ ଭୂମିସାତ୍ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଇଶ୍ରାଏଲୀୟମାନେ ଯିରିଖୋ ନଗର ପ୍ରାଚୀରର ଚତୁର୍ଦ୍ଦିଗରେ ବିଶ୍ୱାସରେ ସାତ ଦିନ ବୁଲିଲା ପରେ, ତାହା ଭୂମିସାତ୍ ହୋଇଥଲା।
Odia Bible ERV 2004 (ପବିତ୍ର ବାଇବଲ)
ଈଶ୍ୱରଙ୍କ ଲୋକମାନଙ୍କ ବିଶ୍ୱାସ ହେତୁ ଯିରୀହୋ ନଗରର ପାଚେରୀଗୁଡ଼ିକ ସେମାନେ ସାତ ଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା।
Odia IRV 2017 (ଓଡିଆ ବାଇବେଲ)
ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಿಶ್ವಾಸಾನುಚ್ ತೆನಿ ಸಾತ್ ದಿಸಾ ಪತರ್ ಎರಿಕೊ ಶಾರಾಚ್ಯಾ ಬಿತ್ತಿಯಾಕ್ನಿ ಸುತ್ತ್ ಮಾರಲ್ಲ್ಯಾ ತನ್ನಾ ತಿ ಬಿತ್ತಿಯಾ ಪಡುನ್ ಗೆಲಿ.