Hebrews 11:31 — Compare Translations

7 translations compared side by side

Odia - 1840
"ନିଜର ବିଶ୍ବାସ ଦ୍ବାରା, ରାହବ ନାମ୍ନୀ ବେଶ୍ଯା, ଇଶ୍ରାୟେଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ବାଗତ କଲା, ଓ ସମାନଙ୍କେୁ ସାହାୟ୍ଯ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସମାନଙ୍କେ ସହିତ ମୃତ ହେଲା ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶ୍ଵାସ ଦ୍ଵାରା ରାହାବ ବେଶ୍ୟା ଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବେଶ୍ୟା ରାହାବ ତା’ର ବିଶ୍ୱାସ ହେତୁ ଇଶ୍ରାଏଲୀୟ ଗୁପ୍ତଚରମାନଙ୍କୁ ଆଶ୍ରୟ ଦେଲା ଓ ଈଶ୍ୱରଙ୍କ ବିରୁଦ୍ଦାଚାରୀ ଲୋକମାନଙ୍କ ସହିତ ନିହତ ନ ହୋଇ ରକ୍ଷା ପାଇଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ନିଜର ବିଶ୍ୱାସ ଦ୍ୱାରା, ରାହବ ନାମ୍ନୀ ବେଶ୍ୟା, ଇସ୍ରାଏଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ୱାଗତ କଲା, ଓ ସେମାନଙ୍କୁ ସାହାଯ୍ୟ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସେମାନଙ୍କ ସହିତ ମୃତ ହେଲା ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଚୋରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ರಾಹಬ್ ಮನ್ತಲಿ ವೆಭಿಚಾರಿನಿ ಬಾಯ್ಕೊಮನ್ಸಿನ್ ಇಸ್ರಾಯೆಲಾಚ್ಯಾ ಗುಪ್ತಚಾರಾಕ್ನಿ ಅಪ್ನಾಚ್ಯಾ ವಾಂಗ್ಡಿಯಾಂಚ್ಯಾ ಸಾರ್ಕೆ ಕರುನ್ ಬಗುನ್ ಘೆವ್ಕ್, ವಿಶ್ವಾಸ್ ನತ್ತ್ಯಾ ಲೊಕಾಕ್ನಿ ಮರ್‍ತಾನಾ ತಿಕಾ ಮಾರುನಸಲ್ಲೆ ತಿಜ್ಯಾ ವಿಶ್ವಾಸಾನುಚ್.