Hebrews 11:32 — Compare Translations

7 translations compared side by side

Odia - 1840
"ମୁଁ ଅଧିକ ଆଉ କ'ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିଯୋନ, ବାରାକ, ଶାମ୍ଶୋନ, ୟିପ୍ତାହ ଦାଉଦ, ଶାମୁଯଲେ, ଓ ଭବିଷ୍ଯଦ୍ ବକ୍ତାମାନଙ୍କ ବିଷୟ ରେ କହିବା ପାଇଁ ମାେ ପାଖ ରେ ଅଧିକ ସମୟ ନାହିଁ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍ଶୋନ୍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ଆଉ କେତେ କଥା ବର୍ଣ୍ଣନା କରିବି? ଗିଦିୟନ, ବାରାକ, ଶାମ୍ସନ୍, ଯିପ୍ଥାହ, ଦାଉଦ, ଶାମୁଏଲ ଏବଂ ଭାବବାଦୀମାନଙ୍କର ସମ୍ବଦ୍ଧରେ କହିବାକୁ ଗଲେ ସମୟ ଅଣ୍ଟିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଅଧିକ ଆଉ କ’ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିୟୋନ, ବାରାକ, ଶା‌ମ୍‌ଶୋନ୍, ଯିପ୍ତହ ଦାଉଦ, ଶାମୁୟେଲ, ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ବିଷୟରେ କହିବା ପାଇଁ ମୋ’ ପାଖରେ ଅଧିକ ସମୟ ନାହିଁ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍‍ଶୋନ୍‍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
Odia IRV 2017 (ଓଡିଆ ବାଇବେଲ)
ଆଉ ଅଧିକ କ'ଣ କହିବି? ଗିଦିୟୋନ, ବାରକ, ଶାମ୍‍ଶୋନ୍‍, ଯିପ୍ତହ, ଦାଉଦ, ଶାମୁଏଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಅನಿಬಿ ತುಮ್ಕಾ ಕಾಯ್ ಸಾಂಗು? ಗಿದಿಯೊನ್, ಬಾರಾಕ್, ಸಾಮ್ಸಾವ್, ಎಫಥ್, ದಾವಿದ್, ಸಾಮುಯೆಲ್ ಮನ್ತಲ್ಯಾಂಚ್ಯಾ ಸಾಟ್ನಿ ಅನಿ ಪ್ರವಾದಿಂಚ್ಯಾ ಸಾಟ್ನಿಬಿ ಸುಟ್ವುನ್ ಸಾಂಗುಕ್ ಮಾಕಾ ವೆಳ್ ಪಾಯ್ನಾ.