Hebrews 11:34 — Compare Translations
7 translations compared side by side
Odia - 1840
"ସହେି ବିଶ୍ବାସ ବଳ ରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇଲେ। ବିଶ୍ବାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସମାନେେ ୟୁଦ୍ଧ ରେ ଶକ୍ତିଶାଳୀ ହାଇେ ଶତୃ ସନୋଙ୍କୁ ପରାସ୍ତ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅଗ୍ନିର ତେଜ ନିବାରଣ କଲେ, ଖଡ଼୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ,, ପୁଣି ବିଜାତୀୟମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅଗ୍ନି ନିର୍ବାପଣ କଲେ ଓ ଖଡ଼୍ଧ ଧାରରୁ ରକ୍ଷା ପାଇଲେ। ଏମାନେ ଶକ୍ତିହୀନ ଥିଲେ, କିନ୍ତୁ ବିକ୍ରମଶାଳୀ ହେଲେ; ଯୁଦ୍ଧରେ ପରାକ୍ରମୀ ହୋଇ ବିଦେଶୀ ଶତ୍ରୁ ସୈନ୍ୟମାନଙ୍କୁ ପରାସ୍ତ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ଼୍ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
Odia IRV 2017 (ଓଡିଆ ବାଇବେଲ)
ଅଗ୍ନିର ତେଜ ନିବାରଣ କଲେ, ଖଡ଼୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୂଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಆಗಿಚಿ ಬಳ್ ಇಜ್ವುಲ್ಯಾನಿ, ಕೊಯ್ತ್ಯಾಚ್ಯಾ ತೊಂಡಾಕ್ ಚುಕ್ವುನ್ ಘೆಟ್ಲ್ಯಾನಿ, ಬಳ್ ನಸಲ್ಲೆ ಹೊವ್ನ್ ಬಳ್ ಹೊತ್ತೆ, ಖರೆ ಬಳಾಚೆ ಹೊಲ್ಯಾನಿ ಲಡಾಯಿತ್ ಜಿಕ್ಲ್ಯಾನಿ ಅನಿ ದುಸ್ರ್ಯಾಂಚ್ಯಾ ಸೈನಿಕಾಕ್ನಿ ಪಳ್ಸುನ್ ಘಾಟ್ಲ್ಯಾನಿ.