Hebrews 11:36 — Compare Translations
7 translations compared side by side
Odia - 1840
"କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ଵାରା ସୁଦ୍ଧା ପରୀକ୍ଷିତ ହେଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
କେହି କେହି ବିଦ୍ରୂପ ସହିଲେ, ବେତ୍ରାଘାତ ପାଇଲେ ଓ ଶିକୁଳିରେ ବନ୍ଧା ହୋଇ କାରାବାସ ଭୋଗ କଲେ।
Odia Bible ERV 2004 (ପବିତ୍ର ବାଇବଲ)
କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
Odia IRV 2017 (ଓଡିଆ ବାଇବେଲ)
ଅନ୍ୟମାନେ ବିଦ୍ରୁପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಥೊಡ್ಯಾಕ್ನಿ ಎಡ್ಸಡ್ಲ್ಯಾನಿ ಬಾರ್ಕೊಲಾನಿ ಮಾರ್ಲ್ಯಾನಿ, ಅನಿ ತರಾಸಾನ್ ಬಂದಿಖಾನ್ಯಾತ್ ರ್ಹಾಯ್ ಸಾರ್ಕೆ ಕಾಪುನ್ ದೊನ್ ತುಕ್ಡೆ ಕರ್ಲ್ಯಾನಿ.